କ୍ୟାନ୍ସଠୁ ବି ମୁକ୍ତି କରାଏ କାଙ୍କଡ,ଜାଣନ୍ତୁ…
କାଙ୍କଡ଼ ଏପରି ଏକ ପରିବା ଯାହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। କିଛି ସ୍ଥାନରେ ଏହାକୁ କଣ୍ଟୋଲ, କେକରୋଲ,ଭାଟ କରେଲା, ମିଠା କରେଲା ଆଦି ନାମରେ ଜଣାଯାଇଥାଏ। ଏହି ପରିବାରେ ରହିଥିବା ପୋଷକ ତତ୍ତ୍ବ, ଆଣ୍ଟି ଆଲର୍ଜି ଏବଂ ଏନଲୋଜିସିକ ଗୁଣ ଶରୀରକୁ ଥଣ୍ଡା କାଶରୁ ରକ୍ଷା କରିବା ସହ…