ରିଲିଜ ହେଲା ମୁଖ୍ୟମନ୍ତ୍ରୀଙ୍କ ବାୟୋପିକ ‘ଥଲାଇଭି’ର ଟିଜର, ଦେଖନ୍ତୁ ଭିଡିଓ
ମୁମ୍ବାଇ() ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ବାୟୋପିକର ଟିଜର ରିଲିଜ ହୋଇଯାଇଛି। ଏହି ଫିଲ୍ମର ନାଁ ରହିଛି ‘ଥଲାଇଭି’। ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍। ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମ ‘ଥଲାଇଭି’ ରିଲିଜ ହେବ ।…
