ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା
ଏଣିକି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରିବାକୁ ମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି । ଭିତରକାଠ ନିକଟରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଏହି ଟିକେଟ ବ୍ୟବସ୍ଥା କରାଯିବ । ଟିକେଟର ୬୦ଭାଗ ଅନଲାଇନରେ ୩୫ଭାଗ କାଉଂଟରରେ ମିଳିବ । ଅବଶିଷ୍ଟ ୫ଭାଗ ଟିକେଟ ଦର୍ଶନୀ…