Odia News Portal
Browsing Tag

tiger at bhubaneswar

ଜଙ୍ଗଲଛାଡି ସହର ଭିତରେ ବୁଲିଲା ବାଘ

ରାଜଧାନୀ ଭୁବନେଶ୍ୱରରୁ ବାଘ ଆତଙ୍କ ଏପର୍ଯ୍ୟନ୍ତ ଦୂର ହେଲା ନାହିଁ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ କଲରାପତରିଆ ବାଘ ଆତଙ୍କରାଜ ଚଳାଇ ନାକେଦମ କରିବା ପରେ ଶେଷରେ ଧରା ହୋଇ ନନ୍ଦନକାନନକୁ ପଠାଯାଇଛି । କିନ୍ତୁ ରାଜଧାନୀବାସୀଙ୍କ ମନରୁ ଏପର୍ଯ୍ୟନ୍ତ…

ଧରା ପଡୁନି କଲରାପତରିଆ

ଭୁବନେଶ୍ୱର, ( ଚକ୍ରଧର ମାଝି ) :  ରାଜଧାନୀରେ ବାଘ ଧରିବାକୁ ଆରମ୍ଭ ହୋଇଥିବା ପ୍ରଥମ ପର୍ୟ୍ୟାୟ ଅପରେସନ ଶେଷ ହୋଇଛି । ବାଘକୁ ନପାଇ ଜଙ୍ଗଲରୁ ଫେରିଛନ୍ତି ନନ୍ଦନକାନନ ଓ ଓୟୁଏଟିର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ବାଘଟି ବିମାନବନ୍ଦର ପାଖ ଜଙ୍ଗଲରେ ଥିବା ଅନୁମାନ କରାଯାଉଛି । ଖୁବଶୀଘ୍ର ବାଘକୁ…