ଜଙ୍ଗଲ ଛାଡି ରାଜଧାନୀରେ ପଶିଲା ବାଘ
ରାଜଧାନୀରେ ବାଘ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ବାଘ ଦେଖାଯାଇଥିବା ସୂଚନା ମିଳିଛି । ପଳାସପଲ୍ଲୀ ଠାରେ ଏକ କଲରାପତରିଆ ବାଘର ଗତିବିଧି ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଘଟି ଏୟାରପୋର୍ଟ…
