Odia News Portal
Browsing Tag

tiger rescued from net

ବାରହା ଫାଶରେ ପଡ଼ିଲା ବାଘ

ବ୍ରହ୍ମପୁର: ବାରହା ଜାଲରେ ପଡିଲା ବାଘ। ବାରହା ଶିକାର ପାଇଁ ବିଛା ହୋଇଥିବା ଜାଲରେ ଫସିଯାଇଛି ବାଘ | ବୁଗୁଡା-ମାଣିତରା ରାସ୍ତାର ବଡପଥର ଗାଁରେ ଏଭଳି ଘଟଣା ଘଟିଛି। ଆଜି ଜଙ୍ଗଲି ଜନ୍ତୁ ପାଇଁ ବଛା ଯାଇଥିବା ଜାଲରେ ପଡି ଯାଇଥିଲା ଚିତାବାଘ । ଗଞ୍ଜାମ ଜିଲ୍ଲା ବୁଗୁଡା ବନବିଭାଗର ନଗୁଡୁ