Odia News Portal
Browsing Tag

tigerss sundari

ଏନ୍କ୍ଲୋଜରରୁ ବାହାରିବ ସୁନ୍ଦରୀ

ଏନକ୍ଲୋଜରରୁ ମୁକ୍ତ ହେବ ସୁନ୍ଦରୀ। ଜଙ୍ଗଲରେ ଜଗିବେ ୨ ହାତୀ। ଶିମିଳିପାଳ ଅଭୟାରଣ୍ୟରୁ ସାତକୋଶିଆକୁ ଅଣାଯାଇଛି ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର। ଆଜି ଭୋରରୁ ବନବିଭାଗ ହାତୀ ଦୁଇଟିକୁ ଆଣିଛନ୍ତି। ସୁନ୍ଦରୀ ମଣିଷ ଶୀକାର କରିବା ଅଭିଯୋଗ ହେବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ…

ସୁନ୍ଦରୀପାଇଁ ଅଡୁଆ

ଟ୍ରାଙ୍କୁଲାଇଜର ଦିଆଯାଇ ମଣିଷଖିଆ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି । ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ଜୁ ଅଥରିଟି ବାରଣ କରିଛନ୍ତି । ଜାତୀୟନୀତିର…

ପୁଣି ବାଙ୍କା ବୁଲେଇଦେଲା ସୁନ୍ଦରୀ

ହାତୀ ଯଶୋଦା ପିଠିରେ ବସି ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ଗୁଳି ମାରିଲା ବିଶେଷଜ୍ଞ ଟିମ୍ । ହେଲେ ଧରାଦେଲାନି ବାଘୁଣୀ । ସାତକୋଶିଆରେ ବାଘୁଣୀକୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ ସୁନ୍ଦରୀ । ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦାର ସାହାରା ନେଉଛି ମଧ୍ୟପ୍ରଦେଶର ବିଶେଷଜ୍ଞ…

ସୁନ୍ଦରୀକୁ ଧରିବ ଯଶୋଦା

ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବାକୁ ପହଁଚିଛି କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି । ପ୍ରଥମରୁ ଖାଲି ହାତରେ ସୁନ୍ଦରୀକୁ ଧରିବା ପାଇଁ…

ଛେଳି ପରେ ହାତୀ ବଳୀ

ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗ ନାକେଦମ ହୋଇଗଲାଣି। ଘଞ୍ଚ ଜଂଗଲ ମଧ୍ୟକୁ ଚାଲିଯାଇଛି ‘ସୁନ୍ଦରୀ’। ଅଶନବାହାଲଠାରୁ ପ୍ରାୟ ୩ କିଲୋମିଟର ଦୂର ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀ ରହିଥିବା ବନ ବିଭାଗ ଜାଣିପାରିଛି। ଘଞ୍ଚ ଜଂଗଲ ମଧ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ…

ଚକ୍ମା ଦେଉଛି ସୁନ୍ଦରୀ

ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ…