Odia News Portal
Browsing Tag

tigress sundari

ସୁନ୍ଦରୀ କରୁଛି କଲବଲ

ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ମଧ୍ୟପ୍ରଦେଶ ପେଂଚ ଓ କାହ୍ନା ଅଭାୟାରଣ୍ୟରୁ ୨ ଜଣିଆ ଟିମ ଅନୁଗୁଳରେ ପହଚିଂଛନ୍ତି । ସୁନ୍ଦରୀକୁ ଧରିବା ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ…

ସୁନ୍ଦରୀ ଯିବ ନନ୍ଦନକାନନ

ସାତକୋଶିଆ ବାସିନ୍ଦା ଓ ବନ ବିଭାଗର ନିଦ ହଜାଇଦେଇଥିବା ସୁନ୍ଦରୀକୁ ଅଣାଯିବ ନନ୍ଦନକାନନ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ବିଶେଷଜ୍ଞ ଟିମକୁ ଚକମା ଦେଇ ବାରମ୍ବାର ଖସିଯାଉଛି ବାଘୁଣୀ । ବନବିଭାଗ ବି ସୁନ୍ଦରୀକୁ ଧରିବାକୁ ଯାଇ ନାକେଦମ୍ ହୋଇଛି ।…