Odia News Portal
Browsing Tag

Tinder App Cheating

ଟିଣ୍ଡର ମାମଲା: ଯୁବକଙ୍କୁ ଜେଲ , ଯୁବତୀଙ୍କୁ ଜାମିନ

ଭୁବନେଶ୍ୱର() ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । ତାସହ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି । ତେବେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ…

ମହଙ୍ଗା ପଡ଼ିଲା ‘ଟିଣ୍ଡର’ ପ୍ରେମ, ବ୍ୟାଙ୍କ ମ୍ୟାନେଜର ସମେତ ୫ ଗିରଫ

ଭୁବନେଶ୍ୱର()  ଭୁବନେଶ୍ୱରରେ ‘ଟିଣ୍ଡର’ ଆପକୁ ନେଇ ବ୍ଲାକମେଲିଂ ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଚନ୍ଦ୍ରଶେଖରପୁର ପୋଲିସ । ଘଟଣାରେ ଅଭିଯୁକ୍ତ ଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ । ଅନ୍ୟପଟେ ଅପହରଣ, ଠକେଇ, ଚୋରି ଓ ହତ୍ୟା ଧମକ ଅଭିଯୋଗରେ ଯୁବତୀ…