ତିତଲି ଅନୁଧ୍ୟାନ ପାଇଁ ଆସିଲେ ୮ଜଣିଆ ଟିମ
ତିତିଲି ବାତ୍ୟା ପ୍ରଭାବିତ ୩ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାପାଇଁ ଆସିଛନ୍ତି କେନ୍ଦ୍ରୀୟ ଟିମ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ୍କେ ସାହିଙ୍କ ନେତୃତରେ ଟିମ୍ ଓଡିଶା ଆସିଛନ୍ତି । ଏକ ୭ ଜଣିଆ ପ୍ରତିନିଧି ଦଳ ଗଂଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ପ୍ରଭାବିତ ସ୍ଥାନକୁ…