ସ୍ପେନରେ କାହିଁକି ପାଳନ ହୁଏ ଟମାଟୋ ଫେଷ୍ଟ,ଜାଣନ୍ତୁ ….
ଭାରତର ରଙ୍ଗର ପର୍ବ ହୋଲି ସେହିପରି ସ୍ପେନରେ ଏହି ଟମୋଟୋ ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ସହରର ଗୋଟିଏ ସ୍ଥାନରେ ସମସ୍ତ ମହିଳା ପୁରଷ ଏକାଠି ହୋଇ ଏହି ଟମାଟୋ ଫେଷ୍ଟର ଧୁମ ମଜା ଉଠାନ୍ତି। ଏହି ଖେଳ ଖେଳିବା ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେପରିକି ଟମାଟୋ ଫେଷ୍ଟ…