Odia News Portal
Browsing Tag

tomorrow open nandankanan

କାଲି ଖୋଲିବ ନନ୍ଦନକାନନ

ଭୁବନେଶ୍ବର()  ଫୋନି ବାତ୍ୟା ପାଇଁ ବିଶେଷ ଭାବେ ପ୍ରଭାବିତ ହୋଇ ବନ୍ଦ ପଡିଥିବା ରାଜ୍ୟର ସବୁଠୁ ବଡ ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ପୁଣି ଥରେ ଖୋଲାଯିବ । ମେ ୨୧ରେ ପ୍ରାଣୀଉଦ୍ୟାନ ଖୋଲିବ ବୋଲି କୁହାଯାଉଥିଲା ।ବୈଷୟିକ କମିଟି ପ୍ରାଣୀ ଉଦ୍ୟାନ ପରିଦର୍ଶନ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ।…