କାଲି ବାହା ହେବେ ପ୍ରିୟଙ୍କା
୩୬ ବର୍ଷୀୟ ପ୍ରିୟଙ୍କା ଚୋପ୍ରା ୨୫ ବର୍ଷୀୟ ନିକଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ମୁମ୍ବାଇସ୍ଥିତ ପ୍ରିୟଙ୍କାଙ୍କ ଘରକୁ ନୁଆ ବୋହୁ ଭଳି ସଜା ଯାଇଛି । ଏହି ଦୁଇ ଜଣଙ୍କ ନର୍ବନ୍ଧ ଅଗଷ୍ଟ ୧୮ରେ ମୁମ୍ବାଇରେ ହୋଇଥିଲା । ନଭେମ୍ବର ୩୦ତାରିଖରେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ବନ୍ଧୁ…