ଟ୍ରାଫିକ୍ ଜାମ୍ ପାଇଁ ଆଖି ବୁଜିଲା ୫ ବର୍ଷର ଶିଶୁ
ଭୁବନେଶ୍ୱର( ) ଭୁବନେଶ୍ୱରରେ ଟ୍ରାଫିକ୍ ଜାମ୍ ପାଇଁ ଆଖି ବୁଜିଲା ୫ ବର୍ଷର ଶିଶୁ । ଜଣେ ପାଞ୍ଚ ବର୍ଷର ଶିଶୁର ପ୍ରବଳ ବାନ୍ତି ହେଉଥିବାରୁ ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟିର ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି…