ନୂଆ ଟ୍ରାଫିକ ନିୟମରେ କୋହଳ
ଭୁବନେଶ୍ବର() ଗାଡିରେ ତିନି ଜଣ ବସି ଯାତ୍ରା କରିବା ପ୍ରସଙ୍ଗର ନୂଆ ନିୟମ । ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି , ଗୋଟିଏ ବାଇକରେ ବାପା , ମା ଏବଂ ଛୁଆ ଯାଇପାରିବେ । ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବନାହିଁ ତଣ୍ଡ । ପୋଲିସ୍…
