ଦାମଙ୍କ ବକ୍ତବ୍ୟରେ ଦିଲୀପ- ବିଜୟ ପ୍ରଭାବିତ ହେବେ ତ ?
ବିଜେପିରୁ ଇସ୍ତଫା ଦେଇଥିବା ଦିଲୀପ ଓ ବିଜୟ ବିଜେଡିରେ ଯୋଗ ଦେବେ ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଡା. ଦାମୋଦର ରାଉତ ଏମିତି କହିଛନ୍ତି।
ସେ କହିଛନ୍ତି,“ସ୍ଥିତି ରକ୍ଷା କରିବା ପାଇଁ ସେ (ନବୀନ ପଟ୍ଟନାୟକ) ରାତାରାତି ନୀତି ବଦଳାନ୍ତି। ତାଙ୍କର ନୀତି ଆଦର୍ଶ କିଛି…