ବିବାହ ପାଇଁ ବୁକିଂ କରିପାରିବେ ଟ୍ରେନ
ନୂଆଦିଲ୍ଲୀ() ବିବାହ ହେଉ କି ଉତ୍ସବ ଏଣିକି ବୁକିଂ କରିପାରିବେ ଟ୍ରେନ ବଗି । ଏଥିପାଇଁ ଆଇଆରସିଟିସିରେ ସହଜ ନିୟମ ରହିଛି। ଆପଣ ଘରେ ବସି ଆଇଆରସିଟିସି ଓ୍ବେବସାଇଟରେ ସହଜ ମାଧ୍ୟମରେ ବୁକିଂ କରିପାରିବେ।
ଏଥିପାଇଁ ଟ୍ରେନର ପ୍ରକୃତ ଭଡ଼ାଠାରୁ ୩୫ରୁ ୪୦ ପ୍ରତିଶତ ଭଡ଼ା ଅଧିକ ପଡ଼ିବ।…