ମୁଣ୍ଡ ଟେକୁଛି ବିଶ୍ୱ ଐତିହ୍ୟ ସହର ପୁରୀ
ଭୁବନେଶ୍ବର () ରୂପାନ୍ତରିତ ପୂରୀରର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରସସ୍ତ ବଡଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ ଉନ୍ନତ ସହରର ଭ୍ରମ…
