ଭାରତ-ଆମେରିକା ମଧ୍ୟରେ ୩ ଚୁକ୍ତି
ନୂଆଦିଲ୍ଲୀ() ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନସିକ ସ୍ୱାସ୍ଥ୍ୟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସୁରକ୍ଷିତ ମେଡିକାଲ ପ୍ରଡକ୍ଟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ବେଳେ ତୈଳ କାରବାରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି…