କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା
ୱାଶିଂଟନ() କରୋନା ଭାଇରସ ଯୋଗୁଁ ଆମେରିକା ରାଷ୍ଟ୍ରପତି ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଟ୍ରମ୍ପ କରୋନା ଭାଇରସର ସ୍ଥିତିକୁ ନେଇ ନିଜର ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ ଆମେରିକାରେ…
