ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ହିନ୍ଦୀ ସିନେମାକୁ ଟ୍ରମ୍ପଙ୍କ ପ୍ରଶଂସା
ମୁମ୍ବାଇ () ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଗତକାଲି ରିଲିଜ ହୋଇଛି । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କରିଛନ୍ତି ।
ତେବେ ଏହି ଫିଲ୍ମକୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।…