Odia News Portal
Browsing Tag

tukuni sahu

ଟୁକୁନି ସାହୁଙ୍କୁ କରୋନା

ଭୁବନେଶ୍ୱର()  ପୁଣି ଜଣେ ଜନପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ହେଉଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।  ସେ ହୋମ ଆଇସୋଲେସନରେ ଥିବାବେଳେ ତାଙ୍କ ସଂସ୍ପର୍ଶରେ…

ମହିଳା କମିଶନରେ ୧୦୩ ମିଥ୍ୟା ବିବାହ ପ୍ରତିଶ୍ରୁତି ମାମଲା

ଭୁବନେଶ୍ୱର() ରାଜ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କୀୟ ୧୦୧୩୦ଟି ମହଦମା ମହିଳା କମିଶନଙ୍କ ନିକଟରେ ବିଚାର ପାଇଁ ପଡିରହିଛି ବୋଲି ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ବିଜେଡିି ବିଧାୟକ ଉମାକାନ୍ତ ମାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ…