ବ୍ରିଟେନ ଫେରନ୍ତା ୩ ପଜିଟିଭ ନମୁନା ଗଲା ପୁନେ
					ଭୁବନେଶ୍ୱରରେ ପହଞ୍ଚିଥିବା ୩  ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ । ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ ଜାଣିବା ପାଇଁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ଆଜି ଆୟୋଜିତ ପ୍ରେସମିଟ୍ରେ ଏପରି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର!-->…				
						
						
			