କ୍ଷମା ମାଗିଲେ ଉମାକାନ୍ତ
ଭୁବନେଶ୍ବର() କୋଭିଡ ଆଇନ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଷମା ମାଗିଛନ୍ତି ।
ସେ କହିଛନ୍ତି ଯେ, କରୋନା ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାରରେ ପହଞ୍ଚିବା ଭୁଲ ଥିଲା । ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାର ଯାଇଥିଲି ।…
