Odia News Portal
Browsing Tag

under construction bridge collapsed

ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ

ଉମରକୋଟ: ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର।  ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଲାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି।ତେବେ ୩ ଜଣ ଗୁରୁତର ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି।