ଏହି ଅଭିନେତ୍ରୀଙ୍କୁ ଅନ୍ତର୍ଜାତୀୟ ସମ୍ମାନ
ମୁମ୍ବାଇ() ବଲିଉଡ ସହିତ ହଲିଉଡ୍ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ଼ ସେ ନିଜ ନାଁରେ କରିସାରିଲେଣି। ତେବେ ଅଭିନୟ ବ୍ୟତୀତ ୟୁନିସେଫ୍ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ…
