ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର() ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି ।
ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି…
