ଉନ୍ନାଓ ଦୁଷ୍କର୍ମ ଘଟଣା, ବିଧାୟକ ଦୋଷୀ
ନୂଆଦିଲ୍ଲୀ() ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୋଷୀ ସାବ୍ୟସ୍ତ । ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କଲେ ତିସହଜାରୀ କୋର୍ଟ । ପୋକ୍ସୋ ଆଇନ ଏବଂ ଆଇପିସି ୩୭୬ରେ ଦୋଷୀ ସାବ୍ୟସ୍ତ । ଡିସେମ୍ବର ୧୯ରେ ଦଣ୍ଡ ନେଇ କୋର୍ଟରେ…
