ଏହି ଅଭିନେତ୍ରୀଙ୍କ ପ୍ରେମରେ କ୍ରିକେଟର ଋଷଭ ପନ୍ଥ
ମୁମ୍ବାଇ() ଅଭିନେତ୍ରୀ ଉର୍ବଶୀ ରୌତେଲା ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ଋଷଭ ପନ୍ଥଙ୍କ ସହ ଡେଟିଂ କରୁଛନ୍ତି। ନିକଟରେ ଉର୍ବଶୀ ଓ ଋଷଭଙ୍କୁ ଜୁହୁର ଏଷ୍ଟେଲାରେ ରାତି ୧୧ଟା ବେଳେ ଦେଖିବାକୁ ମିଳିଥିଲା।
କୁହାଯାଉଛି ଯେ, ଦୁହେଁ ଡିନର ଡେଟରେ ଥିଲେ। ଲୋକମାନେ ଏହି କଥାକୁ ନେଇ ଅଧିକ…
