ନିର୍ବସ୍ତ୍ର ହୋଇ କରନ୍ତୁ ନାହିଁ ଏହି ୩ଟି କାମ, ନଚେତ୍
ପୋଷାକ ଆମ ଶରୀରକୁ ଘୋଡ଼ାଇ ରଖିବା ସହ ଆମ ବ୍ୟକ୍ତିତ୍ବକୁ ମଧ୍ୟ ପରିପ୍ରକାଶ କରିଥାଏ।ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ବିଷ୍ଣୁ ପୁରାଣରେ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ନିର୍ବସ୍ତ୍ର ହୋଇ କରିବା ଅଶୁଭ ବୋଲି ବିଚାର କରାଯାଇଥାଏ। ଏହା ବ୍ୟତୀତ ହିନ୍ଦୁ ଧର୍ମର କେତେକ…