ଏଣିକି ଏସିଡ୍ ପୀଡିତାଙ୍କୁ ପେନସନ ଦେବେ ସରକାର
ଉତ୍ତରାଖଣ୍ଡ () ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ୍ ଉତ୍ତରାଖଣ୍ଡ ସରକାରଙ୍କୁ ପ୍ରଭାବିତ କରିଛି । ଏସିଡ୍ ପୀଡିତାଙ୍କ ଏକ ସତ୍ୟ କାହାଣୀକୁ ଆଧାର କରି ଏହି ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।
ଉତ୍ତରାଖଣ୍ଡ ସରକାର ରାଜ୍ୟରେ ଥିବା ଏସିଡ୍ ପୀଡିତାଙ୍କୁ ପେନସନ୍ ଦେବାକୁ ମନସ୍ଥ…