ଭୁବନେଶ୍ୱରରେ ଆଜିଠୁ ହେବ ଟିକାକରଣ
					ଭୁବନେଶ୍ୱର : ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ  । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ବିଏମସିର ସୂଚନା ଅନୁଯାୟୀ ୨୭ ଓ ୨୮ ତାରିଖ ଦିନ ପୂର୍ବ ଧାର୍ଯ୍ୟ ସମୟ!-->…				
						 
						 
			