ପୁଣି ବିଶ୍ୱକରୁ ବାଦ ପଡିପାରନ୍ତି ଏହି ଖେଳାଳି
ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିଛି । ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ମଧ୍ୟ ଟିମରୁ ବାହାରି ପାରନ୍ତି । ବୁଧବାର ଦିନ ବର୍ଷା ହେଉଥିବାବେଳେ ଭାରତୀୟ ଖେଳାଳି ଅଭ୍ୟାସ ମ୍ୟାଚ ଖେଳୁଥିଲେ ।
ଅଭ୍ୟାସ ମ୍ୟାଚ ବେଳେ ବିଜୟ ଶଙ୍କରଙ୍କ ଗୋଡ ଆଙ୍ଗୁଠିରେ ଆଘାତ ହୋଇଥିଲା । ଆଘାତ ବେଶୀ ଗଭୀର…