ମି-ଠୁ ଅଭିଯୋଗ ଉପରେ ବିନୀତାଙ୍କର ହେବ ଡାକ୍ତରୀ ମାଇନା
ଅକ୍ଟୋବର ୮ରେ ୰ମି ଠୁ ଅଭିଯାନର ଶିକାର ହୋଇଥିଲେ ବଲିଉଡ୍ ଅଭିନେତା ଆଲୋକ ନାଥ୍ । ଲେଖିକା ତଥା ପ୍ରଯୋଜିକା ବିନ୍ତା ନନ୍ଦା ଫେସ୍ବୁକ୍ ପୋଷ୍ଟ ଜରିଆରେ ତାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଆଲୋକ ନାଥଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ନେଇ ମୁମ୍ବାଇ ପୁଲିସ କିଛି ଦିନ…