ଭାଇରାଲ ହେଉଛି ସୋନାଲିଙ୍କ ଗ୍ଲାମରସ ଅବତାର
ଅଭିନେତ୍ରୀ ସୋନାଲି ସହଗଲଙ୍କ ଗ୍ଲାମରସ ଅବତାର ଆଜିକାଲି ଭାଇରାଲ ହେବାର ଲାଗିଛି। “ପ୍ୟାର କା ପଞ୍ଚନାମା” ଫିଲ୍ମର ଏକ ଫୋଟ ସୋସିଆଲ ମିଡିଆଲରେ ଭାଇରାଲ ହେବାରେ ଲାଗିଛି । କିଛି ସମୟ ମଧ୍ୟରେ ଏହି ଫୋଟଟି ୧୩ ହଜାରରୁ ଅଧିକ ଲାଇକ ହୋଇଥିଲା । ସୋନାଲି ଏବେ ଏକ ଆଇଟମ ସଂଗ ଶୁଟିଂରେ ବ୍ୟସ୍ଥ…