ବଲିଉଡର ଏହି ଅଭିନେତାଙ୍କୁ ଧମକ, ଜାଣନ୍ତୁ କାରଣ …
ମୁମ୍ବାଇ () ଅଭିନେତା ବିବେକ ଓବରଏଙ୍କୁ ନକ୍ସଲମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ନକ୍ସଲମାନେ ବିବେକଙ୍କୁ ପିଏମ୍ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଧମକ ମିଳିଛି। ଏହି ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା…