ଏସସିବି ମେଡିକାଲରେ VRDL ଉଦଘାଟିତ
ଭୁବନେଶ୍ୱର() ଏସସିବି ମେଡିକାଲ ପରିସରରେ ଭିଆରଡିଏଲ ଉଦଘାଟିତ ହୋଇଯାଇଛି । ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଭିଆରଡିଏଲ କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭିଆରଡିଏଲ ବା ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ କରୋନା ଭୂତାଣୁର ଗବେଷଣା…