Odia News Portal
Browsing Tag

War Box Office Collection Day 2

ଦୁଇ ଦିନରେ ୭୭ କୋଟି

ମୁମ୍ବାଇ()  ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ୱାର ଅକ୍ଟୋବର ୨ରୁ ରିଲିଜ ହୋଇ ସାରିଛି। ଦୁଇ ଦିନରେ ଫିଲ୍ମଟି ଦମଦାର ଓପନିଂ କରିଛି । ଏହି ଫିଲ୍ମଟି ପ୍ରଡଥମ ଦିନରେ ୫୩.୩୫ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନର ବ୍ୟବସାୟରେ ହ୍ରାସ ହୋଇଛି। ଫିଲ୍ମ ସମୀକ୍ଷକ…