Odia News Portal
Browsing Tag

West Bengal sports minister

ଇସ୍ତଫା ଦେଲେ ଲକ୍ଷ୍ମୀ ରତନ ଶୁକ୍ଳା

କୋଲକାତା : ମମତା ସରକାରକୁ ଆଉ ଗୋଟିଏ ବଡ ଝଟକା ଲାଗିଛି । ମଙ୍ଗଳବାର ଦିଦିଙ୍କ ସରକାରରେ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଳା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମବଙ୍ଗରେ ଖେଳ ମନ୍ତ୍ରୀ ଥିବା ଶୁକ୍ଳା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। କିନ୍ତୁ