କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ
କାହିଁକି ଗୁରୁଜନମାନେ ରାତିରେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ହେଲେ ଯେଉଁମାନେ ପାଟିରେ ଆଙ୍ଗୁଠି ରଖି ସିଟି ମାରନ୍ତି ସେମାନଙ୍କର ଗାଲର ଗଠନ ଖରାପ…
