କାହିଁକି ରାତିରେ ସିଟି ମାରିବାକୁ ଅଶୁଭ କୁହାଯାଏ
କାହିଁକି ଗୁରୁଜନମାନେ ସିଟି ବଜାଇବାକୁ ବାରଣ କରନ୍ତି ତାହା ହୁଏତ ଅନେକଙ୍କୁ ଜଣା ନ ଥିବ। ସିଟି ବଜାଇବା ଦ୍ୱାରା ଫୁସ୍ଫୁସ୍ ଭଲ କାମ କରିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କିନ୍ତୁ ରାତିରେ ସିଟି ମାରିବା ଆଦୌ ଭଲ ନୁହେଁ ବୋଲି କୁହାଯାଏ। ଅନେକ ଲୋକଙ୍କର ବିଶ୍ୱାସ…
