ବିଜେପି ପ୍ରାର୍ଥୀ ଫେରାର ହେଲେ କିପରି : ବିଜେଡ଼ି
ଭୁବନେଶ୍ବର () ପୁରୀ ଜିଲ୍ଲା ସତ୍ୟବାଦି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ନାଁରୋ ପୋଲିସ ଲୁକ ଆଉଟ ନୋଟିସ ଜାରି କରିଛି । ସେ ଗତ 23 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଏକ ବୁଥରେ ଇଭିଏମ ଭାଙ୍ଗିବା ସହ ପୋଲିଂ ଅଧିକାରୀଙ୍କୁ ଧମକ ଦେଇଥିଲେ । ଓମପ୍ରକାଶଙ୍କ…