ଏହି ୩ ବଡ କାରଣ ଯୋଗୁଁ ଐଶ୍ବର୍ୟ୍ୟା ସଲମାନଙ୍କୁ ଛାଡିଥିଲେ
ସଲମାନ ଓ ଐଶ୍ବର୍ୟ୍ୟାଙ୍କ ପ୍ରେମ କାହାଣୀ ବିଷୟରେସମଗ୍ର ଇଣ୍ଡଷ୍ଟ୍ରି ଜାଣିଥିଲା। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ତେବେ ଐଶ୍ବର୍ୟ୍ୟା ସଲମାନଙ୍କ ସହ ଏହି ୩ଟି କାରଣ ଯୋଗୁଁ ବ୍ରେକ୍ଅପ କରିଥିଲେ ।
୧-ସଲମାନଙ୍କ ଆଗ୍ରେସିଭ ସ୍ବଭାବ- ସଲମାନଙ୍କର ଏହି ଗୁଣ ପାଇଁ ଐଶ୍ ଓ ତାଙ୍କ…