ସ୍କୁଲ ବସ ହଳଦିଆ ରଙ୍ଗର କାହିଁକି ହୋଇଥାଏ?, ଜାଣନ୍ତୁ ଆଶ୍ଚର୍ୟ୍ୟଜନକ ରହସ୍ୟ
ବସ ତ ଆପଣ ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ଦେଖିଥିବେ। ହେଲେ ଆପଣ ଗୋଟେ କଥା ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ ସାଧାରଣ ବସ୍ ତ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ହେଲେ ସମସ୍ତ ସ୍କୁଲର ବସ ମାନଙ୍କ ରଙ୍ଗର ଗୋଟେ ରଙ୍ଗର ମାନେ ହଳଦିଆ ହିଁ କଣ ପାଇଁ ହୋଇଥାଏ। ଅଧିକାଂଶ ଲୋକ ଜାଣି ନଥିବେ ଏହା ପଛର…
