ସୈନିକମାନେ କାହିଁକି ରଖିଥାଆନ୍ତି ଛୋଟ ବାଳ : ଜାଣିଛନ୍ତି କି?
ଅଧିକାଂଶ ସମ୍ବାଦପତ୍ରରେ ଫଟୋ,ଗୁଗଲ୍ ଫଟୋ,ଗଣତନ୍ତ୍ର ଦିବସରେ ପ୍ୟାରେଡ୍,ଫିଲ୍ମ ଏବଂ ମେଟ୍ରୋରେ ଯାତ୍ରା ସମୟରେ ଆମେ ସୈନିକଙ୍କୁ ଦେଖିଥାଉ। ଏସବୁ ଦେଖି ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ-ତାହା ହେଲା ସୈନିକଙ୍କ ବାଳ। ତେବେ ଆସନ୍ତୁ ଜାଣିବା ସୈନିକମାନେ କେଉଁ କାରଣରୁ ଛୋଟ ବାଳ…