କାଳିଆ ଧାମରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ନବୀନ
ପୁରୀ () ପୁରୀ ମାଳତିପାଟପୁରରେ ଆୟୋଜିତ ଚାଷୀ ସମାବେଶରେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା 12ଲକ୍ଷ 45ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ କାଳିଆ ସହାୟତା । ଆଜି ଠାରୁ ରାଜ୍ୟର…