ଏହି ମହିଳା ଅଲିମ୍ପିଆନଙ୍କୁ ଜେଲ୍ ଦଣ୍ଡ
ନେଦରଲାଣ୍ଡ୍ସର ମହିଳା ଆଥ୍ଲେଟ୍ ମାଡି ଗାଫୁରଙ୍କୁ ନିଷିଦ୍ଧ ଡ୍ରଗ୍ସ ଚାଲାଣ ମାମଲାରେ ଦଣ୍ଡିତ କରାଯାଇଛି । ୨୭ବର୍ଷିୟ ଗାଫୁର ଗତ ରିଓ ଅଲିମ୍ପିକ୍ସରେ ନେଦରଲାଣ୍ଡ୍ସ ୪ଗୁଣା ୪୦୦ ମିଟର ରିଲେ ଦଳର ସଦସ୍ୟା ରହିଥିଲେ । ଗତ ଜୁନ୍ ମାସରେ ଜର୍ମାନୀରେ ଗାଫୁରଙ୍କ କାର୍ରୁ ୧୧୦ପାଉଣ୍ଡ ଓଜନର…