କେଉଁ କାରଣରୁ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି ଜାଣନ୍ତି କି ?
ଆଜିର ସମୟରେ କାମର ଚାପ ଅଧିକ ରହିବା ହେତୁ ପ୍ରାୟ ସମସ୍ତେ ରହୁଛନ୍ତି ଚିନ୍ତିତ ଏବଂ ଚାପଗ୍ରସ୍ତ। କିନ୍ତୁ ଦେଖିବାକୁ ଗଲେ ସମସ୍ତ ସ୍ଥାନରେ ପୁରୁଷଙ୍କ ଅପେକ୍ଷା ମହିଳା ରହୁଛନ୍ତି ଅଧିକ ଚିନ୍ତିତ ଏବଂ ଚାପଗ୍ରସ୍ତ। ତେବେ ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଏହା ପ୍ରମାଣିତ…