ବିନା ଅନୁମତିରେ ମହିଳା ମାନଙ୍କୁ ନାଇଟ୍ ଡ୍ୟୁଟି ମନା
ଏଣିକି ନିଯୁକ୍ତି ଦାତାମାନେ ନିଜ ମନଇଛା ମହିଳା କର୍ମଚାରୀଙ୍କ ଡ୍ୟୁଟି ସିଡ୍ୟୁଲ କରିପାରିବେ ନାହିଁ। ଯଦି ମହିଳା କର୍ମଚାରୀଙ୍କୁ ନାଇଟ୍ ଡ୍ୟୁଟି ଦେବାକୁ ପଡୁଥାଏ ତେବେ ଏଥିପାଇଁ ତାଙ୍କର ସହମତି ନେବାକୁ ହେବ। କାର୍ୟ୍ୟସ୍ଥଳରେ ମହିଳା ଓ ଅନ୍ୟ କର୍ମଚାରୀଙ୍କ ସ୍ବାର୍ଥକୁ ନେଇ ଦୀର୍ଘ ସମୟରୁ ହୋଇ…