ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ଲର୍ଡସ() ଆଜି ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ । ଟସ ଜିତି ପ୍ରଥମ ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି। ଐତିହାସିକ ଲର୍ଡସରେ ଖେଳାଯାଉଥିବା ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ପ୍ରଥମ ବୋଲିଂ କରିବ। ବର୍ଷା ଯୋଗୁ ଧାର୍ୟ୍ୟ ସମୟରେ ୧୫ ମିନିଟ୍ ପରେ ଟସ୍ ପଡ଼ିଛି। ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ କେବେ…
